ସମ୍ବଲପୁର: ସମ୍ବଲପୁରରେ ହିଂସାକାଣ୍ଡ ନେଇ ଡିଜିପି ସୁନୀଲ ବଂଶଲଙ୍କ ସୂଚନା । ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ପଠାଯାଇଛି । ଏଥିପାଇଁ ବରିଷ୍ଠ ଅଧିକାରୀ ମୁତୟନ ଅଛନ୍ତି ଏବଂ ଏବେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ସ୍ଥିତି ଦେଖି କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଗଣ୍ଡଗୋଳକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ଡିଜିପି ସୁନୀଲ ବଂଶଲ ।