31.1 C
Bhubaneswar
Tuesday, May 28, 2024
Homeଓଡିଶାମୁଖ୍ୟ ଶାସନ ସବିବ ଓ ଏସିଏସଙ୍କ କଳାହାଣ୍ଡି ଓ ନୂଆପଡା ଗସ୍ତ

ମୁଖ୍ୟ ଶାସନ ସବିବ ଓ ଏସିଏସଙ୍କ କଳାହାଣ୍ଡି ଓ ନୂଆପଡା ଗସ୍ତ

ଭୁବନେଶ୍ୱର: ଆଜି କଳାହାଣ୍ଡି ଓ ନୂଆପଡା ଗସ୍ତରେ ମୁଖ୍ୟ ଶାସନ ସବିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଏସିଏସ ପ୍ରଦୀପ୍ତ ମହାପାତ୍ର ଯାଇଛନ୍ତି। କରୋନା ସ୍ଥିତିର ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀ ଏହି ୨ ଜିଲା ଗସ୍ତ କରିଛନ୍ତି । ଛତିଶିଗଡରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଛତିଶିଗଡରୁ ଓଡିଶା ଯିବା ଆସିବା ଫଳରେ ସୀମାନ୍ତବର୍ତ୍ତୀ ୨ ଜିଲାରେ ମଧ୍ୟ ସଂକ୍ରମଣ ବଢୁଛି। ବର୍ତ୍ତମାନ ରାଜ୍ୟ ସରକାର ଛତିଶଗଡ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହିପରି ରାଜ୍ୟରେ ଦିନକରେ ୧୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking