32.1 C
Bhubaneswar
Monday, May 20, 2024
Homeଓଡିଶାମାଡ଼ିଗଲା ଟ୍ରକ୍‌ : ଚାଲିଗଲା ୩ ଜୀବନ

ମାଡ଼ିଗଲା ଟ୍ରକ୍‌ : ଚାଲିଗଲା ୩ ଜୀବନ

କୋରାପୁଟ : ମାଡ଼ିଗଲା ଟ୍ରକ୍‌, ଚାଲିଗଲା ୩ଜଣଙ୍କ ଜୀବନ । ଅଟୋ ଉପରେ ମାଡ଼ିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ସଦର ଥାନା ଦୟାନିଧିଗୁଡ଼ା ନିକଟରେ ଘଟିଛି । ଏକ ଟ୍ରକ ଅଟୋକୁ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୋଳିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟଚ୍ଚେଧ ପଠାଇବା ସହ ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ଓ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି ।

‘ସୁଇସାଇଡ୍ ନୋଟ୍‌’ରେ ପ୍ରେମିକାକୁ ଦାୟୀ କରି ଜୀବନ ହାରିଲେ ପ୍ରେମିକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking