28.1 C
Bhubaneswar
Tuesday, July 2, 2024
Homeଓଡିଶାଓଲଟିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ଓଲଟିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ଭଦ୍ରକ: ମହୋତ୍ସବ ଦେଖି ଫେରିବା ବେଳେ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି । ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ବାସୁଦେବପୁର ଅଞ୍ଚଳର କିଛି ଲୋକ ମଇତାପୁର ମହୋତ୍ସବ ଦେଖି ଫେରୁଥିବା ବେଳେ, ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

କାର୍ଯ୍ୟରତ ନର୍ସଙ୍କୁ ରୋଗୀ କଲେ ଅସଦାଚରଣ: ବିବାଦରେ ପୋଲିସବାବୁଙ୍କ ପୁଅ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking