27.1 C
Bhubaneswar
Sunday, September 29, 2024
Homeଓଡିଶାବାଇକକୁ ପିଟିଲା ବାଇକ୍: ୧ ମୃତ, ୨ ଗୁରୁତର

ବାଇକକୁ ପିଟିଲା ବାଇକ୍: ୧ ମୃତ, ୨ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପ୍ରତାପ ଗ୍ରାମର କାହ୍ନୁ ଚରଣ ସ୍ବାଇଁଙ୍କ ଓ ଗୁରୁତର ହେଲେ ସେହି ଗ୍ରାମର ଶିବୁନ ବେହେରା ଓ ନିବାସି ବାରିକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସାପାଇଁ ଭୁବେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣା; ଦୋଷୀକୁ ୨୦ ବର୍ଷ ଜେଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking