35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକାର୍ ଶୋରୁମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଦାମୀ କାର୍

କାର୍ ଶୋରୁମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଦାମୀ କାର୍

ହରିୟାଣା: ହରିୟାଣାରର ଏକ ହୋଣ୍ଡାଇ କାର୍ ଶୋରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲେ, ଯେ ଏହି କାର୍ ଶୋରୁମରେ ଥିବା ୩୦ଟି କାର୍ ଜଳି ଯାଇଥିଲା । ସୂଚନା ଅନୁଯାୟୀ ଆଜି ରିୱାରୀ ଜିଲ୍ଲାର ଦିଲ୍ଳୀ ରୋଡ ସ୍ଥିତ ହର୍ସ ନାମକ ଏକ ହୋଣ୍ଡାଇ କାର୍ ଶୋରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲ। ଯାହାଫଳରେ ଶୋରୁମଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ଯାଇଛି ।

ଶୋରୁମରେ ଥିବା ୩୦ଟି ଦାମୀ କାର୍ ମଧ୍ୟ ଜଳି ଯାଇଛି । ଘଟଣା ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏହାକୁ ଆୟତ କରିବା ପାଇଁ ୧୫ରୁ ଆଧିକ ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ଡିଏସ୍ପି ସଞ୍ଜିବ ବଲ୍ହାର ପହିଞ୍ଛି ଘଟଣାର ଅନୁଧ୍ୟାନ କରିଛନ୍ତି । ଇଲେକ୍ଟ୍ରିକ ସଟ୍ ସରକ୍ରିଟ ଯୋଗୁଁ ଏଭଲି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking