28.1 C
Bhubaneswar
Sunday, October 6, 2024
Homeଓଡିଶାମନ୍ଦିରରୁ ସିରିଜ୍ ଲୁଟ, ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟ୍

ମନ୍ଦିରରୁ ସିରିଜ୍ ଲୁଟ, ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟ୍

ଭୁବନେଶ୍ୱର: ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟ । ଗତକାଲି ବିଳମ୍ବିତ ରାତିରେ ୩ଟି ମନ୍ଦିରର ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ଅଞ୍ଚଳରେ ଥିବା ବାସୁଳୀ ମନ୍ଦିର , ତାରିଣୀ ମନ୍ଦିର ଏବଂ ମଙ୍ଗଳା ମନ୍ଦିରରୁ ଲୁଟ ହୋଇଛି । ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ର ସୁନା ଅଳଙ୍କାର ସମେତ ଆସବାବପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଆଜି ସକାଳେ ମନ୍ଦିରର ପୂଜକ ଏବଂ ସ୍ଥାନୀୟ ଲୋକେ ମନ୍ଦିରର ଫାଟକ ଖୋଲା ଥିବା ସହ ତାଲା ଭାଙ୍ଗି ତଳେ ପଡିଥିବା ଦେଖିବାକୁ ପାଇଥିଲେ । ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking