25.8 C
Bhubaneswar
Saturday, July 27, 2024
Homeଓଡିଶାତାଲା ଭାଙ୍ଗି ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌

ତାଲା ଭାଙ୍ଗି ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌

ବଲାଙ୍ଗିର: ତାଲା ଭାଙ୍ଗି ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୁଇଁତଳା ଥାନା ବିଲେଇସର୍ଡା ଗାଁରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି । ଗତ ରାତିରେ ବ୍ୟାଙ୍କ ଗେଟ୍ ତାଲା ଭାଙ୍ଗି ଲୁଟିଥିବା ଅଭିଯୋଗ । କେତେ ଟଙ୍କା ଲୁଟ୍ ହୋଇଛି ତାହା ଏବେ ଯାଏଁ କିଛି ଜଣାପଡିନାହିଁ । ପୋଲିସର ଛାନ୍‌ଭିନ୍ ଜାରି ରହିଛି ।

ବାଘଛାଲ ଡିଲ୍ ବେଳେ କାବୁ କଲା ବନବିଭାଗ, ୬ ଅଭିଯୁକ୍ତ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking