29.1 C
Bhubaneswar
Tuesday, April 28, 2026
Homeଓଡିଶା ନରସିଂହ ଚୌଦୁରି ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ

 ନରସିଂହ ଚୌଦୁରି ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ

ଯାଜପୁର: ବିରଜା କଲ୍ୟାଣ ମଣ୍ଡପରେ ନରସିଂହ ଚୌଦୁରି ମହାବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୯୮୮ ରୁ ୧୯୯୩ ବ୍ୟାଚର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ମାନେ ପୁଣି ଥରେ ଏକାଠି ହୋଇ କଲେଜ ବେଳର ସ୍ମୃତି କୁ ମନେ ପକାଇ ଥିଲେ। ଏହି ଅବସରରେ ବହୁ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିସହ ମହାବିଦ୍ୟାଳୟର ଉନ୍ନତି କରଣ ସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking