26.1 C
Bhubaneswar
Thursday, September 19, 2024
Homeଓଡିଶାବିଧାନସଭା ସାମ୍ନାରେ ଅଙ୍ଗନବାଡି କର୍ମୀଙ୍କ ବିଶାଳ ସମାବେଶ

ବିଧାନସଭା ସାମ୍ନାରେ ଅଙ୍ଗନବାଡି କର୍ମୀଙ୍କ ବିଶାଳ ସମାବେଶ

ଭୁବନେଶ୍ୱ: ବିଧାନସଭା ସାମ୍ନାରେ ଅଙ୍ଗନବାଡି କର୍ମୀଙ୍କ ବିଶାଳ ସମାବେଶ ହୋଇଥିବା ଦେଖିବାକୁ ମିଳିଛି । ୯ ଦଫା ଦାବି ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀମାନେ । ସରକାରୀ କର୍ମଚାରୀ ମାନ୍ୟତା ସମେତ ୯ ଦଫା ଦାବିରେ ଆନ୍ଦୋଳନ ଜାରି ରହିଛି । ମୌସୁମୀ ଅଧିବେଶନରେ ପ୍ରଥମ ଦିନରେ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀମାନେ ।

ବିହାରରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking