26.1 C
Bhubaneswar
Tuesday, June 17, 2025
Homeଓଡିଶାହୋଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକରୁ ଲାଗିଗଲା ନିଆଁ

ହୋଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକରୁ ଲାଗିଗଲା ନିଆଁ

ମୋହନା: ହୋଟେଲରେ ଅଗ୍ନିକାଣ୍ଡ । ଗ୍ୟାସ୍ ଲିକରୁ ନିଆଁ ଲାଗି ଜଳିଗଲା ହୋଟେଲ। ଗଜପତି ଜ଼ିଲ୍ଲା ମୋହନା ଥାନା ଲୁହାଗୁଡ଼ି ଛକ ସ୍ଥିତ ରାଜ୍ ପୁତ୍ ଲାଇନ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ସକାଳୁ ଖାଦ୍ୟ ପ୍ରସ୍ତୁତି ବେଳେ ହୋଟେଲର ରୋଷେଇ ଘରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ଗ୍ୟାସ୍ ଲିକ୍ ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି ।ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking