29.1 C
Bhubaneswar
Wednesday, August 20, 2025
Homeଓଡିଶାସ୍କୁଲରେ ଅଗ୍ନିକାଣ୍ଡ

ସ୍କୁଲରେ ଅଗ୍ନିକାଣ୍ଡ

ଜୟପୁର: ବନ୍ଧୁଗାଁ ବ୍ଲକ ଦାସିନି ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ । ଗୁରୁପୂର୍ଣ୍ଣ କାଗଜପତ୍ର ଓ ସ୍କୁଲ୍ ସାମଗ୍ରୀ ପୋଡି ପାଉଁଶ । ସ୍କୁଲ ବନ୍ଦ ଯୋଗୁଁ ଟଳିଲା ବଡ ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ପହଂଚିଛି ଅଗ୍ନିଶମ ବାହିନୀ । ଲଗାଣ ବର୍ଷାରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking