27.1 C
Bhubaneswar
Saturday, July 6, 2024
Homeଓଡିଶାଜେଲ୍ ଯିବେ ମଦୁଆ ଡ୍ରାଇଭର

ଜେଲ୍ ଯିବେ ମଦୁଆ ଡ୍ରାଇଭର

ଭୁବନେଶ୍ୱର: ମଦୁଆ ଡ୍ରାଇଭରଙ୍କୁ ସାବାଡ ପାଇଁ ଆଜିଠୁ ବଡ ଅଭିଯାନ । ଆଜିଠାରୁ ସାରା ରାଜ୍ୟରେ ୩ ଦିନ ଧରି ଚାଲିବ ଚେକିଂ । ସୂଚନା ଦେଲେ ପରିବହନ ଏପଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡାକଡି । ଧରାପଡିଲେ କେବଳ ଜରିମାନା ନୂହେଁ ଜେଲ ପଠାଯିବ । ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗର କଡା ଆଭିମୁଖ୍ୟ ।ଏପ୍ରିଲ ପ୍ରଥମ ସପ୍ତାହ କାଜୁଆଲିଟି ସପ୍ତାହ ପାଳନ ନିଷ୍ପତ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking