25.1 C
Bhubaneswar
Monday, January 13, 2025
Homeଓଡିଶା ବିଧାନସଭାରେ ଶୋକପ୍ରସ୍ତାବ ଆଗତ

 ବିଧାନସଭାରେ ଶୋକପ୍ରସ୍ତାବ ଆଗତ

 ଭୁବନେଶ୍ୱର : ବିଧାନସଭାରେ ଶୋକପ୍ରସ୍ତାବ ଆଗତ । ଦିବଂଗତ ନେତା, ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଶୋକପ୍ରସ୍ତାବ । ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂବତନ ରାଜ୍ୟପାଳ ସ୍ୱର୍ଗତ ମୁରଲୀଧର ଚଦ୍ରକାନ୍ତ ଭଣ୍ଡାରେ । ପୂର୍ବତନ ଉପବାଚସ୍ପତି ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକ । ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ସ୍ୱର୍ଗତ ଡମ୍ବରୁଧର ଉଲ୍ଲକା, ଆଦିତ୍ୟ ମାଢୀଙ୍କ ପାଇଁ ଶୋକପ୍ରସ୍ତାବ । ପୂର୍ବତନ ସଦସ୍ୟା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଉଦେଶ୍ୟରେ ଶୋକ । ସମାଜସେବୀ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକପ୍ରସ୍ତାବ । କନେଷ୍ଟବଳ ସ୍ୱର୍ଗତ ହିମାଂଶୁ ରଥଙ୍କୁ ଶ୍ରଦ୍ଧାଞ୍ଜଳି ।

୨୦୩୬ ସୁଦ୍ଧା ବିକଶିତ ଓଡିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ : ରାଜ୍ୟପାଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking