25.8 C
Bhubaneswar
Saturday, July 27, 2024
Homeଓଡିଶାମହିଳାଙ୍କ ଉପରେ ଚଢ଼ି ଗଲା ସିମେଣ୍ଟ ବୋଝେଇ ଟ୍ରକ; ଘଟଣାସ୍ଥଳରେ ମୃତ୍ୟୁ

ମହିଳାଙ୍କ ଉପରେ ଚଢ଼ି ଗଲା ସିମେଣ୍ଟ ବୋଝେଇ ଟ୍ରକ; ଘଟଣାସ୍ଥଳରେ ମୃତ୍ୟୁ

ସୋରଡା : ସୋରଡା ଥାନା ନୂଆଗାଁ ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ରେ ମହିଳାଙ୍କ ମୃତ । ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିବା ବେଳେ ମହିଳାଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିବା ସୂଚନା ମିଳିଛି । ମୃତକ ମହିଳାଙ୍କ ନାଁବୁଟିବା ରାଣୀ ବୋଲି ଜଣାପଡିଛି ।

ସୂଚନା ମୁତାବକ ମହିଳା ଜଣକ ଦିବାକର ବେହେରାଙ୍କ ସହିତ ମିଶି ଗ୍ରାମ ଗ୍ରାମ ବୁଲି ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିଲେ। ଏହି ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଆସି ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ସୋରଡା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking