30.1 C
Bhubaneswar
Wednesday, June 26, 2024
Homeଓଡିଶାଜୟପୁର ବିଜେପିକୁ ଝଟ୍‌କା, ଦଳ ଛାଡି କଂଗ୍ରେସରେ ଯୋଗଦେଲେ ପୁରୁଖା କର୍ମୀ

ଜୟପୁର ବିଜେପିକୁ ଝଟ୍‌କା, ଦଳ ଛାଡି କଂଗ୍ରେସରେ ଯୋଗଦେଲେ ପୁରୁଖା କର୍ମୀ

ଭୁବନେଶ୍ୱର: ଜୟପୁର ବିଜେପିକୁ ଝଟକା । ବିଜେପି ଛାଡି କଂଗ୍ରେସରେ ଯୋଗଦେଲେ କିଛି ପୁରୁଖା କର୍ମୀ । ଏଥିରେ ସାମିଲ ଅଛନ୍ତି ମହିଳା ଓ ଯୁବ କର୍ମୀ । ଦୀର୍ଘ ଦିନ ହେବ ବିଜେପିରେ କାମ କରୁଥିବା ଓ ଜିଲ୍ଲା ମିଡିଆ ସେଲ୍ ଦାୟିତ୍ୱରେ ଥିବା ସଂଜୟ ନାୟକ, ଚିନ୍ମୟୀ ପାଇକରାୟ, ଲାଲଟୁ ମହାପାତ୍ର ପ୍ରମୁଖ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱ ଓ ବିକାଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଥିବା କହିଛନ୍ତି ।ଏମାନଙ୍କ ଯୋଗ ଦାନ ପରେ ଜୟପୁରରେ କଂଗ୍ରେସ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ତାରା କହିଛନ୍ତି । ଏହାସହ ବିରୋଧୀଙ୍କୁ କଟାକ୍ଷ କରି ତାରା କହିଛନ୍ତି ସେ ଗୋଲାପ ଫୁଲ ପରି ମହକିତ ତେଣୁ ତାଙ୍କ ପ୍ରତି ସମସ୍ତେ ଆକର୍ଷିତ ହୋଇ ଆସୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking