31.1 C
Bhubaneswar
Sunday, May 19, 2024
Homeଓଡିଶାକେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ

କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପହଞ୍ôଚଲେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେପି ରଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଲୋକସଭା ପ୍ରାର୍ଥୀ ବୈଜୟନ୍ତ । କେନ୍ଦ୍ରାପଡା ଚାନ୍ଦୋଳ ଠାରେ ବୈଜୟନ୍ତଙ୍କୁ ଉଚ୍ଚ୍ୱାସିତ ସଂବର୍ଦ୍ଧନା । ବୈଜୟନ୍ତଙ୍କୁ ସ୍ୱାଗତ କଲେ ସହସ୍ରାଧିକ ବିଜେପି କର୍ମୀ, ସମର୍ଥକ । ବଳଦେବଜୀଉ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୈଜୟନ୍ତ ।

ପଦ୍ମ ଧରିଲେ ଅନୁଭବ ମହାନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking