27.1 C
Bhubaneswar
Saturday, November 28, 2026
Homeଓଡିଶା୧୩୨ ତମ ସମ୍ବିଧାନ ସଂଶୋଧନ ବଡ ପଦକ୍ଷେପ

୧୩୨ ତମ ସମ୍ବିଧାନ ସଂଶୋଧନ ବଡ ପଦକ୍ଷେପ

ନୂଆଦିଲ୍ଲୀ: ମୋଦିଜୀଙ୍କ ନେତୃତ୍ୱରେ ୧୩୨ ତମ ସମ୍ବିଧାନ ସଂଶୋଧନ ବଡ ପଦକ୍ଷେପ ନିଆଯାଇଛି । ସମସ୍ତ ରାଜ୍ୟରେ ଲୋକଙ୍କ ପ୍ରତିନିଧିତ୍ୱ ବଢାଇବା କହିଲେ ଗୃହ ମନ୍ତ୍ରୀ ଅମିତ ଶାହ । ଶାସନକୁ ଲୋକଙ୍କ ନିକଟବର୍ତ୍ତୀ କରିବା ଦିଗରେ ଏକ ବଡ ପଦକ୍ଷେପ । ଧାରା ୧୭୦(୧)କୁ ସଂଶୋଧନ କରି ରାଜ୍ୟ ବିଧାନସଭାରେ ସର୍ବାଧିକ । ଆସନ ସଂଖ୍ୟାକୁ ୫୦୦ରୁ ପ୍ରାୟ ୬୫୦କୁ ବଢାଇବାର ପ୍ରସ୍ତାବ ବି ରହିଛି । ଏହି ବ୍ୟବସ୍ଥାରେ ୟୁପିକୁ ବିଭାଜିତ ନକରି ବିଧାନସଭାରେ ପ୍ରତିନିଧିତ୍ୱ ବଢିପାରିବ । ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ମଧ୍ୟ ରାଜ୍ୟର ସବୁଠୁ ବଡ ପ୍ରତିନିଧିତ୍ୱ । ସ୍ଥାନୀୟ ଆବଶ୍ୟକତା ଅନୁସାରେ ଯୋଜନା ପ୍ରସ୍ତୁତ, ବିକାଶକୁ ତ୍ୱରାନ୍ୱିତ କରିବ । ୟୁପିର ସମସ୍ତ ଦଳ ଏହି ଐତିହାସିକ ବିଲକୁ ସ୍ୱାଗତ କରି ସମର୍ଥନ କରିବା ଉଚିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking