23.1 C
Bhubaneswar
Friday, November 20, 2026
Homeଓଡିଶାବାଲିଯାତ୍ରା: ନୋ ଡ୍ରୋନ ଜୋନ ଘୋଷଣା

ବାଲିଯାତ୍ରା: ନୋ ଡ୍ରୋନ ଜୋନ ଘୋଷଣା

କଟକ: ଐତିହାସିକ କଟକ ବାଲିଯାତ୍ରା ପଡିଆରେ ଉଡିବନି ଡ୍ରୋନ । ନୋ ଡ୍ରୋନ ଜୋନ ଘୋଷଣା କଲେ ଜିଲ୍ଲାପାଳ । ଉଭୟ ତଳ ଓ ଉପର ପଡିଆରେ ୫ କିମି ଯାଏଁ ବିଏନଏସଏସ ୧୬୩ ଧାରା ଲାଗୁ ହୋଇଛି । ଭିଭିଆଇପି ଓ ଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନର ନିଷ୍ପତ୍ତି । ନଭେମ୍ବର ୨୨ରୁ ଡିସେମ୍ବର ୩ ଯାଏଁ କଟକଣା ଜାରି କଲେ ଜିଲ୍ଲାପାଳ । ରାତି ୧୧ଟା ଯାଏଁ ଲାଉଡ ସ୍ପିକର ବ୍ୟବହାର ପାଇଁ ଅନୁମତି । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ରାତି ୧୧ଟା ଯାଏଁ ଅନୁମତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking