26.1 C
Bhubaneswar
Tuesday, November 17, 2026
Homeଓଡିଶାଆନ୍ଧ୍ରରେ ବେଶୀ କ୍ଷତି କରିବ ବାତ୍ୟା ‘ଅକୱାନ’

ଆନ୍ଧ୍ରରେ ବେଶୀ କ୍ଷତି କରିବ ବାତ୍ୟା ‘ଅକୱାନ’

ନୂଆଦିଲ୍ଲୀ: ଆନ୍ଧ୍ରରେ ବେଶୀ କ୍ଷତି କରିବ ବାତ୍ୟା ‘ଅକୱାନ’। ବଡ ବଡ ଗଛ ଉପୁଡିବା ସହ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିପାରେ। ମାଟି ଘର, ଚାଳ ଛପର ଘର ମଧ୍ୟ ବିଶେଷ ପ୍ରଭାବିତ ହେବ। ବାତ୍ୟାର ଅବସ୍ଥିତି ଗତିପଥ ନେଇ ସୂଚନା ଦେଇଛନନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଜି ଭୀଷଣ ବାତ୍ୟାର ରୂପ ନେବା ବାତ୍ୟା ‘ଅକୱାନ’। ଦକ୍ଷିଣ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ବାତ୍ୟା। ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଆଗକୁ ବଢୁଛି। ବର୍ତ୍ତମାନ ଏହା ଚେନ୍ନାଇଠାରୁ ୬୧୦ କିଲୋମିଟର ଦୂର ଏବଂ ତ୍ରିକୋମାଲି ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking