24.1 C
Bhubaneswar
Monday, November 16, 2026
Homeଓଡିଶାଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘଦିନର ସମସ୍ୟାର ସମାଧାନ ସହ କ୍ୟାମ୍ପସରେ ଶିକ୍ଷା ଓ ସାଂସ୍କୃତିକ ପରିବେଶକୁ ଅଧିକ ସକ୍ରିୟ କରିବାକୁ ଦାବି ହୋଇଛି । ବାର୍ଷିକ କଳା ପ୍ରଦର୍ଶନୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଓପନ ଜିମର ବ୍ୟବସ୍ଥା କରାଯାଉ ବୋଲି ଦାବି ରହିଛି । ଏଥିସହ ବାର୍ଷିକ ଉତ୍ସବକୁ ଭବ୍ୟ ଭାବେ ଆୟୋଜନ ଏବଂ ବାର୍ଷିକ କ୍ରୀଡାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବାକୁ ଛାତ୍ର ,ଛାତ୍ରୀମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking