29.1 C
Bhubaneswar
Saturday, November 7, 2026
Homeଦେଶ ବିଦେଶଗାଜିଆବାଦ ପୁଲିସ ଚୌକିରେ ଭୟଙ୍କର ବିସ୍ଫୋରଣ

ଗାଜିଆବାଦ ପୁଲିସ ଚୌକିରେ ଭୟଙ୍କର ବିସ୍ଫୋରଣ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିଆବାଦରେ ପୁଲିସ ଚୌକି ଭିତରେ ଭୟଙ୍କର ବିସ୍ଫୋରଣ । ଇନ୍ଦିରାପୁରମ ଥାନା ଅଧୀନ ବସୁନ୍ଧରା ପୁଲିସ ଚୌକିରେ ଶୁକ୍ରବାର ରାତିରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଚୌକିର ଝରକା କାଚ ଭାଙ୍ଗିଯିବା ସହ ଏୟାର କଣ୍ଡିସନର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାରେ ଖାଦ୍ୟ ଡେଲିଭରି କରିବାକୁ ଆସିଥିବା ୨୦ ବର୍ଷୀୟ ଯୁବକ ବିଶାଲ ଆହତ ହୋଇଛନ୍ତି । ଘଟଣା ସମୟରେ ଚୌକିରେ ଜଣେ ସବ୍‌-ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking