25.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶରାଜ୍ୟ ସରକାରମାନଙ୍କୁ ନିୟମିତ ଟିକସ ଭାଗ ବାବଦରେ ୧,୦୯,୦୧୯ କୋଟି ଟଙ୍କା ଅଗ୍ରୀମ ଆକାରରେ ଜାରି...

ରାଜ୍ୟ ସରକାରମାନଙ୍କୁ ନିୟମିତ ଟିକସ ଭାଗ ବାବଦରେ ୧,୦୯,୦୧୯ କୋଟି ଟଙ୍କା ଅଗ୍ରୀମ ଆକାରରେ ଜାରି କଲେ କେନ୍ଦ୍ର ସରକାର

• ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିଲା ୪,୮୧୯ କୋଟି ଟଙ୍କା
• ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କୁ ସେମାନଙ୍କର ବିକାଶମୂଳକ/କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତ ଖର୍ଚ୍ଚ ନିମନ୍ତେ ପୁଞ୍ଜି ବ୍ୟୟ ଓ ଅର୍ଥ ବିନିଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଅର୍ଥ ଯୋଗାଇ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୫ ନଭେମ୍ବର ୨୦୨୬ରେ ରାଜ୍ୟ ସରକାରମାନଙ୍କୁ ଟିକସ ଭାଗ ବାବଦରେ ୧,୦୯,୦୧୯ କୋଟି ଟଙ୍କାର ଅର୍ଥରାଶିଅଗ୍ରୀମ ଆକାରରେ ଜାରି କରିଛନ୍ତି ।ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କୁ ସେମାନଙ୍କର ବିକାଶମୂଳକ/କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତ ଖର୍ଚ୍ଚ ନିମନ୍ତେ ପୁଞ୍ଜି ବ୍ୟୟ ଓ ଅର୍ଥ ବିନିଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଏହି ଅର୍ଥରାଶି ଆଗୁଆ ଯୋଗାଇ ଦିଆଯାଇଛି । ଓଡ଼ିଶାକୁ ଟିକସ ଭାଗ ବାବଦରେ ୪,୮୧୯ କୋଟି ଟଙ୍କା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking