26.1 C
Bhubaneswar
Thursday, October 29, 2026
Homeଓଡିଶା୩୧ ଯାଏଁ ଗଞ୍ଜାମରେ ଶିକ୍ଷାନୁଷ୍ଠାନ ବନ୍ଦ

୩୧ ଯାଏଁ ଗଞ୍ଜାମରେ ଶିକ୍ଷାନୁଷ୍ଠାନ ବନ୍ଦ

ଗଞ୍ଜାମ: ବନ୍ୟା ସ୍ଥିତି ପାଇଁ ଆସନ୍ତା ୩୧ ଯାଏଁ ଗଞ୍ଜାମରେ ଶିକ୍ଷାନୁଷ୍ଠାନ ବନ୍ଦ । ସମସ୍ତ ଅଙ୍ଗନବାଡି, ସ୍କୁଲ , କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସୂଚନା ଯୋଗ୍ୟ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ବନ୍ୟା ସ୍ଥିତି ଦେଖାଦେଇଛି । ଲୋକମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାରିଆଡେ ଜଳମୟ ସ୍ଥିତି ଉପୁଜି ଥିବା ବେଳେ ଋଷିକୂଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଲହଡି ମାରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking