27.1 C
Bhubaneswar
Friday, October 16, 2026
Homeଓଡିଶାଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର: ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ । ବାଲେଶ୍ବର ବାଲିଘାଟ ନିକଟରେ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଦୁର୍ବୃତ୍ତଙ୍କ ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଅଟୋ ଚାଳକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାସ୍ଥଳରୁ ତାଙ୍କ ଅଟୋ ମିଳୁନାହିଁ। ଦୁର୍ବୃତ୍ତମାନେ ତାଙ୍କ ଅଟୋ ଲୁଟି ନେଇଥିବା ସନ୍ଦେହ କରାଯାଉଛି । ଲୁଟ୍ ପାଇଁ ଏ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାର ଛାନଭିନ୍ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking