32.1 C
Bhubaneswar
Saturday, October 10, 2026
Homeଓଡିଶାରାୟପୁରରୁ ସ୍ଥାନାନ୍ତର ହେବନି ଭାରତ-ଜିମ୍ବାୱେ ମହିଳା ସିରିଜ

ରାୟପୁରରୁ ସ୍ଥାନାନ୍ତର ହେବନି ଭାରତ-ଜିମ୍ବାୱେ ମହିଳା ସିରିଜ

ଭୁବନେଶ୍ୱର : ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୬ ତାରିଖ ବେଳକୁ ବର୍ଷାର ପରିମାଣ କମିବା ସହ ପାଗ ଶୁଖିଲା ରହିପାରେ ।ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା ଅନୁଯାୟୀ, ଲଘୁଚାପ ପ୍ରଭାବରେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ନାହିଁ । ଅନ୍ୟପଟେ, ବିଦେଶୀ ପାଣିପାଗ ମଡେଲ୍‌ରେ ସମ୍ଭାବ୍ୟ ବାତ୍ୟା ନେଇ ହେଉଥିବା ଆକଳନକୁ ଏବେଠାରୁ ବିଶ୍ୱାସ କରିବା ଠିକ୍‌ ହେବ ନାହିଁ । ଏକାଧିକ ପାଣିପାଗ ମଡେଲ୍‌ର ଆକଳନ ମଧ୍ୟରେ ସମାନତା ନଥିବାରୁ ବର୍ତ୍ତମାନ ସ୍ଥିତିରେ ବାତ୍ୟା ସୃଷ୍ଟି ନେଇ କୌଣସି ସ୍ପଷ୍ଟ ଆଶଙ୍କା ନାହିଁ । ତେବେ ପାଣିପାଗର ପରିବର୍ତ୍ତିତ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଶରତ ସାହୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking