32.1 C
Bhubaneswar
Friday, October 9, 2026
Homeଦେଶ ବିଦେଶଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଭାରତୀୟ ବଂଶୋଦ୍ଭବ ନବନୀତମ ନଭି ପିଲ୍ଲାଇଙ୍କ ନାମ ଘୋଷଣା କରାଯାଇଛି । ଶାନ୍ତି ଓ ଅନ୍ତର୍ଜାତୀୟ ଆଇନକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ତାଙ୍କ ଅବଦାନକୁ ଆଧାର କରି ନରୱେଜିଆନ୍ ନୋବେଲ କମିଟି ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।ନଭି ପିଲ୍ଲାଇ ଭାରତୀୟ ବଂଶୋଦ୍ଭବ। ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ରେ ଜାତିଗତ ଭେଦଭାବ ବା ରଙ୍ଗଭେଦ ଶାସନ ସମୟରେ ଏକ ତାମିଲ ଭାରତୀୟ ପରିବାରରେ ତାଙ୍କ ଜନ୍ମ ହୋଇଥିଲା। ସେ ଜଣେ ଆଇନଜୀବୀ। ନିଜ ଜୀବନରେ ସେ ଭେଦଭାବ, ପୃଥକୀକରଣ ଓ ସାମାଜିକ ବହିଷ୍କାରର ସମ୍ମୁଖୀନ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking