33.1 C
Bhubaneswar
Tuesday, October 6, 2026
Homeଓଡିଶାନବୀନଙ୍କୁ ଧନ୍ୟବାଦ: ତାରା

ନବୀନଙ୍କୁ ଧନ୍ୟବାଦ: ତାରା

ଭୁବନେଶ୍ୱର: ଇଣ୍ଡି ବ୍ଲକ ରାଲିରେ ବିଜେଡି ସାମିଲ ନେଇ ବୁଲେି ବଙ୍କେଇ କହିଲେ ତାରା ପ୍ରସାଦ ବାହିନୀ ପତି । ଆମେ ଅତି ଆନନ୍ଦିତ, କିନ୍ତୁ ବହୁତ ଡେରି ହୋଇଗଲା । ୨୪ ବର୍ଷ ଶାସନରେ କଂଗ୍ରେସକୁ କେବେ ସମର୍ଥନ ଦେଇନଥିଲେ । ବିଜେପି- ବିଜେଡି ପ୍ରେମ ଭାଙ୍ଗି ଯାଇଛି ବୋଲି କହିଛନ୍ତି, ତାରା ବାହିନୀପତି । ବହୁତ ଡେରି ହେଲେ ବି ନବୀନ ବାବୁ ବୁଝିଲେ । ବିଜେପି ସରକାରରେ ଓଡିଶା ପାଇଁ ଯେଉଁ ଅବହେଳା ନବୀନ ବୁଝିଲେ, ତାହା ଦଳ ତରଫରୁ ଏବଂ ମୋ ତରଫରୁ ନବୀନଙ୍କୁ ଧନ୍ୟବାଦ । ବିଜେଡି- କଂଗ୍ରେସ ଏକ ହେବା ନିଷ୍ପତ୍ତି ଭକ୍ତ, ରାହୁଲ ନେବେ । ନବୀନ ପ୍ରଥମେ ଘୋଷଣା କରୁନ୍ତୁ ଯେ ମୁ ଇଣ୍ଡିଆ ମେଣ୍ଟରେ ମିଶିଲି । ସମଦୂରତା କହି ବିଜେପିକୁ ସମର୍ଥନ ଦେଇ ଆସିଛନ୍ତି , ଏବେ ରାଲିରେ ମିଶିଛନ୍ତି । ଏବେ ଧୋକା ଖାଇଲା ପରେ କୁଆଡେ ଢଳୁଛନ୍ତି ସମୟ କହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking