27.1 C
Bhubaneswar
Tuesday, September 22, 2026
Homeଓଡିଶା୧୨ ଘଣ୍ଟାରେ ଗଭୀର ଅବପାତ!

୧୨ ଘଣ୍ଟାରେ ଗଭୀର ଅବପାତ!

ଭୁବନେଶ୍ୱର: ବଙ୍ଗୋପସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଅବପାତ। ଗତ ୬ ଘଣ୍ଟାରେ ୧୭ କିମି ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରୁଛି। ଗୋପାଳପୁର ଓ ପୁରୀ ଠାରୁ ସମାନ ୨୨୦ କିମି ଦୂରରେ ରହିଛି ଅବପାତ। କଳିଙ୍ଗପାଟନମରୁ ୨୩୦ କିମି, ବିଶାଖାପାଟଣାରୁ ୩୨୦ କିମି ଦୂରରେ ରହିଛି। ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରି ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୩ ରାତି ଓ ୨୪ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ଗଭୀର ଅବପାତର ରୂପ ନେଇ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking