27.1 C
Bhubaneswar
Tuesday, September 22, 2026
Homeଓଡିଶାଅକ୍ଟୋବର ୩କୁ ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

ଅକ୍ଟୋବର ୩କୁ ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା । ବାତ୍ୟାକୁ ଦୃଷ୍ଟିରେ ରଖି ୨୪ରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଯାଇଛି । ଅକ୍ଟୋବର ୩ରେ ଦିନ ୧୦ଟାରୁ ୧୨ଟା ଯାଏଁ ହେବ ପରୀକ୍ଷା । ଅନ୍ୟପଟେ ଭୀଷଣ ବର୍ଷାକୁ ନଜରରେ ରଖି ୭ ଜିଲ୍ଲାରେ ସ୍କୁଲ ଘୋଷଣା କରିଛନ୍ତି ଜିଲ୍ଲପାଳ । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ, ଅଙ୍ଗନବାଡି , ଶିଶୁ ବାଟିକା ଏସବୁକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking