30.1 C
Bhubaneswar
Tuesday, September 15, 2026
Homeଓଡିଶାପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼: ଚାଲିଗଲା ଜୀବନ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼: ଚାଲିଗଲା ଜୀବନ

ଖଲ୍ଲିକୋଟ: ଯୁବକଙ୍କୁ ଛୁରି ଭୁସିଦେଲେ, ଚାଲିଗଲା ତାଙ୍କ ଜୀବନ। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର ଚିତ୍ରସେନ ଜେନା। ପୂର୍ବ ଶତ୍ରୁତାରୁ ସେହି ଗାଁର ଦୁଇ ଜଣ ଯୁବକ ଛୁରାମାଡ଼ କରିଥିବାର ସୂଚନା ମିଳିଛି।ଗତ ରାତିରେ ନିଜ ଗାଁରେ ଯାତ୍ରା ରିହରସାଲ ଦେଖୁଥିବା ବେଳେ ଦୁଇ ଯୁବକ ଚିତ୍ରସେନ ଜେନାଙ୍କୁ  ଆକ୍ରମଣ କରିଥିଲେ। ଯୁବକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁରରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking