31.1 C
Bhubaneswar
Friday, September 4, 2026
Homeଓଡିଶାଆମ୍ବୁଲାନ୍ସ ଧକ୍କାରେ ଶିକ୍ଷକ ମୃତ

ଆମ୍ବୁଲାନ୍ସ ଧକ୍କାରେ ଶିକ୍ଷକ ମୃତ

ମାଲକାନଗିରି: ଆମ୍ବୁଲାନ୍ସ ଧକ୍କାରେ ଶିକ୍ଷକ ମୃତ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଶିକ୍ଷକ ଜଣଙ୍କ ହେଲେ ହନୁରାମ ନାୟକ । ବିଏଲଓ ଡ୍ୟୁଟି କରିବାକୁ ବିଜାପଦର ଅଭିମୁଖେ ଯାଉଥିବା ବେଳେ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଲୋକମାନେ ତାଙ୍କୁ ଉଦ୍ଧାର କରି ମାଥିଲି ସବଡିଭିଜନାଲ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking