28.1 C
Bhubaneswar
Wednesday, September 2, 2026
Homeଓଡିଶାସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି; ସତର୍କ ରହିବାକୁ ପଡିବ: ସର୍ବୋଚ୍ଚ ଯନ୍ତ୍ରୀ

ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି; ସତର୍କ ରହିବାକୁ ପଡିବ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ରହିଛି, ସତର୍କ ରହିବାକୁ ପଡିବ । ଏନେଇ ପ୍ରେସମିଟ କରି ସତର୍କ କରାଇଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।କହିଛନ୍ତି, ବିପଦ ସଂକେତ ଉପରେ ପ୍ରବାହିତ ହେଉଛି, ଜଳସ୍ତର ବି ବଢୁଛି । ପ୍ରାୟତଃ କାଲି ସନ୍ଧ୍ୟା ଯାଏଁ ବିପଦ ସଂକେତ ଉପରେ ରହିବ ।ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହେବ । ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ବୁଢାବଳଙ୍ଗ ବଢିଥିଲା, ମାତ୍ର କମିବା ଆରମ୍ଭ କଲାଣି । ମହାନଦୀରେ ମଧ୍ୟ ବନ୍ୟା ସ୍ଥିତି ନାହିଁ, ବର୍ଷା କମିଛି, ସ୍ଥିତି ସୁଧୁରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking