29.1 C
Bhubaneswar
Tuesday, September 1, 2026
Homeଓଡିଶାନିଶାମୁକ୍ତ ରାଜଧାନୀ ପାଇଁ ପାନ ଦୋକାନରେ ଜୋରଦାର ଯାଞ୍ଚ

ନିଶାମୁକ୍ତ ରାଜଧାନୀ ପାଇଁ ପାନ ଦୋକାନରେ ଜୋରଦାର ଯାଞ୍ଚ

ଭୁବନେଶ୍ୱର: ଭୁବନେଶ୍ୱରରେ ନିଶା କାରବାର ଉପରେ ବଡ଼ ଆକ୍ସନ । ନିଶାମୁକ୍ତ ଅଭିଯାନକୁ ଆହୁରି ଜୋରଦାର କରିଛି କମିସନରେଟ୍ ପୁଲିସ । ରାଜଧାନୀର ଟଙ୍କପାଣି ରୋଡ୍‌ରେ ଥିବା ବିଭିନ୍ନ ପାନ ମସଲା ଓ ଷ୍ଟେସନାରୀ ଦୋକାନରେ ଚାଲିଛି ଜୋରଦାର ଯାଞ୍ଚ । କମିସନରେଟ୍ ପୁଲିସର ସ୍ପେସାଲ କ୍ରାଇମ ୟୁନିଟ୍ ପକ୍ଷରୁ ଏହି ରେଡ୍ କରାଯାଉଛି ।ବିଶେଷ କରି ପାନ ଦୋକାନ ଓ ଷ୍ଟେସନାରୀ ଦୋକାନ ଆଢୁଆଳରେ କୌଣସି ଚୋରା ନିଶା ଦ୍ରବ୍ୟ ବିକ୍ରି ହେଉଛି କି ନାହିଁ, ତାହାକୁ ନେଇ ଛାନଭିନ୍ କରୁଛି ସ୍ପେସାଲ କ୍ରାଇମ ୟୁନିଟ୍ । ଦୋକାନରେ ଥିବା ବିଭିନ୍ନ ସାମଗ୍ରୀକୁ ଯାଞ୍ଚ କରିବା ସହ ନିଶା ଦ୍ରବ୍ୟ କାରବାର ସମ୍ପର୍କରେ ଖୋଳତାଡ଼ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking