ଭୁବନେଶ୍ୱର: ଏମଏମଡିଆର ପ୍ରତ୍ୟାହାର ନହେବା ଯାଏଁ ରାଜଭବନ ଆଗରେ ଧାରଣା ଦେବ ବିଜେଡି । ଏନେଇ ପ୍ରେସମିଟରେ ସୂଚନା ଦେଲେ ସଞ୍ଜୟ ଦାସ ବର୍ମା ଓ ଚିନ୍ମୟ ସାହୁ । ଧାରଣା ନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ କହିଛନ୍ତି । ଶେଷରେ ନ୍ୟାୟ ନ ମିଳିଲେ ଓଡିଶା ବନ୍ଦ ଡାକରା ଦେବ ବିଜୁ ଜନତା ଦଳ । ନବୀନ ବାବୁ ବିବେକକୁ ପଚାରିବାକୁ ୨୦ ବିିିିିିିିଜେପି ସାଂସଦଙ୍କୁ ଚିଠି ଲେଖିଛନ୍ତି । ବିଜେପି ନେତାଙ୍କ ପାଇଁ ପାର୍ଟି ବଡ ହୋଇଛି, ମାଟି ନୁହେଁ ।










