30.1 C
Bhubaneswar
Wednesday, August 19, 2026
Homeଓଡିଶାଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ହେବ ସ୍ଥାୟୀ ସମାଧାନ

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ହେବ ସ୍ଥାୟୀ ସମାଧାନ

ଭୂବନେଶ୍ୱର: ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ହେବ ସ୍ଥାୟୀ ସମାଧାନ। ବଢ଼ିବ ସହରର ପ୍ରମୁଖ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟ। ଏଥିପାଇଁ ଗତକାଲି ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ଟ୍ୱିନ୍ ସିଟିର ଟ୍ରାଫିକ୍ ଡି କଞ୍ଜେସନ୍ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି।ଏଥିରେ ଟ୍ବିନ୍ ସିଟିର ଯେଉଁ ସବୁ ପ୍ରମୁଖ ରାସ୍ତା ଓ ଟ୍ରାଫିକ୍ ଜଙ୍କସନ୍ ଗୁଡ଼ିକ ଖରାପ ଅବସ୍ଥାରେ ଅଛି, ସେଗୁଡ଼ିକୁ ତୁରନ୍ତ ମରାମତି କରାଯିବ। ରାଜଧାନୀର ପ୍ରମୁଖ ଛକଗୁଡ଼ିକର ଡିଜାଇନ ବଦଳିବ ଏବଂ ରାସ୍ତାକୁ ଚଉଡ଼ା କରାଯିବ। ରାଜଧାନୀର କେଉଁ ପ୍ରମୁଖ ଛକଗୁଡ଼ିକରେ ବଦଳିବ ଡିଜାଇନ୍ ଆଉ ହଟିବ ଟ୍ରାଫିକ୍ ସମସ୍ୟା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking