31.1 C
Bhubaneswar
Thursday, August 13, 2026
Homeଓଡିଶାଅନୁଗୁଳ ଜିଲ୍ଲାରେ ହାତୀ ଆତଙ୍କ

ଅନୁଗୁଳ ଜିଲ୍ଲାରେ ହାତୀ ଆତଙ୍କ

 ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆତଙ୍କ । ଭୟରେ ଲୋକେ । ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର ସୂଚନା । ସ୍ଥାୟୀ ସମାଧାନ ପାଇଁ ଜୋର ଧରିଲା ଦାବି । ଭାଲୁଖାଇ ଗାଁର ପରମେଶ୍ବର ସାହୁ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଆକ୍ରମଣରେ ପରମେଶ୍ବରଙ୍କ ଛାତି ଓ ଗୋଡ଼ରେ ଆଘାତ ଲାଗିଥିଲା । ତାଙ୍କୁ ହସ୍ରିଟାଲରେ ଭତ୍ତି କରାଯାଇଛି ।ସୂଚନା ଅନୁଯାୟୀ ପ୍ରାୟ ୨୨ଟି ହାତୀଙ୍କୁ ନେଇ ଏକ ହାତୀପଲ ଗାଁ ନିକଟକୁ ଆସିଥିବା ବେଳେ ଏବେ ମଧ୍ୟ ୩ଟି ହାତୀ ଗାଁ ନିକଟରେ ରହିଛନ୍ତି। ହାତୀ ଉପଦ୍ରବ ଯୋଗୁଁ ଲୋକମାନେ ଭୟରେ ରହିଛନ୍ତି । ସମସ୍ୟାର ସମାଧାନ ସହ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଗାଁ ଲୋକେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking