31.1 C
Bhubaneswar
Thursday, August 13, 2026
Homeଦେଶ ବିଦେଶସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ

ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାନ୍ଦେଡର ଏକ ଗୁରୁଦ୍ୱାରରେ ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ । ଆକ୍ରମଣ ପରେ ସେ ଆହତ ହୋଇଥିବାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ପଞ୍ଚାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବାଦଲଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗୁରୁବାର ଆକ୍ରମଣ କରାଯାଇଥିଲା । ଯାହାକି ତାଙ୍କ ହାତକୁ ଗଭୀର ଆଘାତ ଲାଗିଥିଲା । ବାଦଲ ବ୍ୟତୀତ ତାଙ୍କ ସୁରକ୍ଷା କଭରର ଅଂଶ ଥିବା ଇନ୍ସପେକ୍ଟର ସନ୍ତୋଷ କେନ୍ଦ୍ରେ ନାମକ ଜଣେ ସୁରକ୍ଷା କର୍ମୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି।ଆକ୍ରମଣକାରୀ କିଏ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ପୋଲିସ ତାଙ୍କୁ ଗିରଫ କରିଛି। ତଦନ୍ତ ପରେ ପୋଲିସ ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରକାଶ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking