31.1 C
Bhubaneswar
Thursday, August 13, 2026
Homeଓଡିଶାଡିଜିପି ନିଯୁକ୍ତି; ବେନିୟମ କାମ ହୋଇନି: ଏଜି

ଡିଜିପି ନିଯୁକ୍ତି; ବେନିୟମ କାମ ହୋଇନି: ଏଜି

ଭୁବନେଶ୍ୱର: ଓଡିଶା ସରକାର ଡିଜିପି ନିଯୁକ୍ତି ନେଇ କୌଣସି ବେନିୟମ କାମ କରିନାହାନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବରୁ ପ୍ରକାଶ ସିଂଙ୍କ ମାମଲା ନିର୍ଦ୍ଦେଶକୁ ଅନୁସରଣ କରାଯାଇଛି । ଏନେଇ କୋର୍ଟରେ ବଳିଷ୍ଠ ଯୁକ୍ତି ବାଢିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଚାକିରି ସର୍ତ୍ତାବଳୀ ନେଇ ଆବେଦନକାରୀ ଅଜ୍ଞ । ଡିଜି ନିଯୁକ୍ତି ପ୍ରକ୍ରିୟାରେ ସେ କ୍ଷତିଗ୍ରସ୍ତ ନୁହଁନ୍ତି ଦର୍ଶାଇଲେ ଏଜି । କହିଲେ ଏଭଳି କପୋଳକଳ୍ପିତ ଅବାଞ୍ଛିତ ଯୁକ୍ତି ଗ୍ରହଣୀୟ ନୁହେଁ । ସୂଚନା ଥାଉକି, ଡିଜିପି ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟ ୟୁପିଏସସିକୁ ଆସମ୍‌ତା ୧୮ ତାରିଖ ଯାଏଁ କୌଣସି ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସରକାର ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ ସଞ୍ଜୀବ ପଣ୍ଡା, ଯଶୋବନ୍ତ ଜେଠୱାଙ୍କ ପଦୋନ୍ନତି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking