ଭୁବନେଶ୍ୱର: ସାର ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେଭି. ସିହଦେଓ ପ୍ରତିକ୍ରିୟା ରଖି କହିଛନ୍ତି, ଦୁର୍ନୀତି ବିରୋଧରେ ଆମ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ରହିଛି । ଦୁର୍ନୀତୀ କଲେ ହେବ କଡା ଆକ୍ସନ । ଗଞ୍ଜେଇ ଚାଷ ପାଇଁ ସାର ଦିଆଯାଉନି । ଯେଉଁମାନେ ଗଞ୍ଜେଇ ଚାଷ ପାଇଁ ସାର ବିକୁଛନ୍ତି ଆକ୍ସନ ହେବ ।