ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ସେହିପରି କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଉତ୍ତୋଳନ କରିବେ। ସେହିପରି ୧୪ଟି ଜିଲ୍ଲାରେ ମନ୍ତ୍ରୀ ଏବଂ ୨ଟି ଜିଲ୍ଲାରେ ଆର୍ଡିସି ପତାକା ଉତ୍ତୋଳନ କରିବେ। ଅନ୍ୟ ସବୁ ଜିଲ୍ଲାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।
କିଏ କେଉଁଠି କରିବେ ପତାକା ଉତ୍ତୋଳନ
୧) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ – ଭୁବନେଶ୍ୱର
୨) ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ- କଳାହାଣ୍ଡି
୩) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା – ସୁନ୍ଦରଗଡ଼
୪) ମନ୍ତ୍ରୀ ସୁରେଶ ପୂଜାରୀ –କଟକ
୫) ମନ୍ତ୍ରୀ ରବି ନାରାୟଣ ନାୟକ- ଅନୁଗୁଳ
୬) ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ- ମାଲକାନଗିରି
୭) ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର- ସମ୍ବଲପୁର
୮) ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ହରିଚନ୍ଦନ- ଗଞ୍ଜାମ
୯) ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ- ରାୟଗଡା
୧୦) ମନ୍ତ୍ରୀ ବିଭୁତି ଭୂଷଣ ଜେନା- କନ୍ଧମାଳ
୧୧) ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର- ଖୋର୍ଦ୍ଧା
୧୨) ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ- ପୁରୀ
୧୩) ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ- ବଲାଙ୍ଗୀର
୧୪) ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ- ବାଲେଶ୍ୱର
୧୫) ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ- ଗଜପତି
୧୬)ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ- କୋରାପୁଟ










