27.2 C
Bhubaneswar
Monday, August 10, 2026
Homeଓଡିଶାସବୁ ଘରେ ପହଞ୍ଚିବ ପାଣି: ମନ୍ତ୍ରୀ

ସବୁ ଘରେ ପହଞ୍ଚିବ ପାଣି: ମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତଙ୍କ ଘରେ ପାଣି ପହଞ୍ଚିବ । ଏ ନେଇ ସୂଚନା ଦେଇଛନ୍ତି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ।ମନ୍ତ୍ରୀ କହିଛନ୍ତି, ଯେଉଁମାନେ ୨୪ ବର୍ଷ ଶାସନ କଲେ, ଯୁବକ ଯୁବତୀ ମାନେ ଉଚ୍ଚ ଶିକ୍ଷିତ ହୋଇ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଥିଲେ । ସେ ସମସ୍ତଙ୍କୁ ନିଯୁକ୍ତି ଦେବାକୁ ସଂକଳ୍ପ ବଦ୍ଧ ହେଉଛନ୍ତି ଆମ ସରକାର । ଆଗକୁ ସବୁ ଯୋଗ୍ୟ ଯୁବ ଚାକିରି ପାଇବେ । ଆମ ସରକାରରେ ଯୁବକ ଯୁବତୀ ନିଯୁକ୍ତି ପାଇବେ । ଓଡ଼ିଶା ବିକଶିତ ଓଡ଼ିଶା ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking