27.1 C
Bhubaneswar
Thursday, September 3, 2026
Homeଦେଶ ବିଦେଶଆଜି ୟୁପିଏସସି ଚୟନ କମିଟି ବୈଠକ

ଆଜି ୟୁପିଏସସି ଚୟନ କମିଟି ବୈଠକ

ନୂଆଦିଲ୍ଲୀ: ଆଜି ୟୁପିଏସସି ଚୟନ କମିଟି ବୈଠକ । ଓଡିଶା ନୂଆ ଡିଜି ଚୟନ ନେଇ ଦିଲ୍ଲୀରେ ବସିବ ୟୁପିଏସସି ଚୟନ କମିଟି ବୈଠକ।ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ହିଁ ବୈଠକ ବସିବ । ଏବଂ ବୈଠକରେ ଯୋଗ ଦେବେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଡିଜିପି ୱାଇ ବି ଖୁରାନିଆ । ଏହି ବୈଠକରେ ୩ ଜଣଙ୍କର ନାଁ ଚୟନ କରାଯାଇ ରାଜ୍ୟ ସରକାରଙ୍କୁ ପଠାଯିବ । ପୂର୍ବରୁ ରାଜ୍ୟ ସରକାର ୧୧ ଜଣଙ୍କର ନାଁ ପଠାଇଥିବା ବେଳେ ୩ ଜଣଙ୍କର ନାଁ ଚୟନ କରି ପଠାଇବ କମିଟି। ଜଣଙ୍କ ନାଁ ଅନୁସାରେ ରାଜ୍ୟ ସରକାର ମୋହର ମାରିବେ ।ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking