27.2 C
Bhubaneswar
Wednesday, July 22, 2026
Homeଦେଶ ବିଦେଶସଂସଦରେ ବସିଲା ଏନ୍‌ଡିଏର ‘ମଙ୍ଗଳ ମିଳନ’

ସଂସଦରେ ବସିଲା ଏନ୍‌ଡିଏର ‘ମଙ୍ଗଳ ମିଳନ’

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଚାଲିଥିବା ବେଳେ ସଂସଦରେ ବସିଲା ଏନଡିଏର ମଙ୍ଗଳ ମିଳନ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ । ଯେଉଁଥିରେ ଗୃହ ମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଏନଡିଏର ସମସ୍ତ ସହଯୋଗୀ ସାମିଲ ହୋଇଛନ୍ତି । ଏକନାଥ ସିନ୍ଦେଙ୍କ ଶିବସେନା, ନୀତିଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁ ଟିଡିପିର ନେତାମାନେ ଉପସ୍ଥିତ ଅଛନ୍ତି । ଆସନ୍ତା ବର୍ଷ ଉପନିର୍ବାଚନ ଥିବାରୁ ଏହି ବୈଠକରେ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ନିକଟରେ ଆପ ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ୬ ଜଣ ରାଜ୍ୟସଭା ସାଂସଦଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଛି । ମଙ୍ଗଶବାର ଦିନ ଏହି କାର୍ଯ୍ୟକ୍ରମ ହେଉଥିବାରୁ , ଏହାର ନାମ ମଙ୍ଗଳ ମିଳନ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking