27.8 C
Bhubaneswar
Wednesday, July 15, 2026
Homeଓଡିଶାସିଏମଓ ଫାଇଲ ଗାଏବ ଘଟଣାରେ ସମନ

ସିଏମଓ ଫାଇଲ ଗାଏବ ଘଟଣାରେ ସମନ

ଭୁବନେଶ୍ୱର: ସିଏମଓ ଫାଇଲ ଗାଏବ ଘଟଣାରେ କମିଶନରେଟ ପୋଲିସର ସମନ । ଅବସରପ୍ରାପ୍ତ ଆଇଏଏସ ରାଜେଶ ବର୍ମା ଓ ପୂର୍ବତନ ଆିଟି ସଚିବ ମନୋଜ ମିଶ୍ରଙ୍କୁ ସମନ । ଦୁଇଟି କମିଶନ ତଦନ୍ତ ଫାଇଲ ନ ମିଳିବା ଘଟଣାର ତନାଘନା । ତିନି ଦିନ ଭିତରେ ଆଇଓ ନିକଟରେ ହାଜର ହେବାକୁ ସମନ କରିବା କୁହାଯାଇଛି । ଯାହାର ସଂମ୍ପୃକ୍ତି ଆସିବ ସମସ୍ତଙ୍କୁ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking