30 C
Bhubaneswar
Wednesday, July 15, 2026
Homeଓଡିଶାସୁପାରୀ ସାମ୍ବାଦିକତା ବନ୍ଦ ହେଉ: ବିରଞ୍ଚି ତ୍ରିପାଠୀ

ସୁପାରୀ ସାମ୍ବାଦିକତା ବନ୍ଦ ହେଉ: ବିରଞ୍ଚି ତ୍ରିପାଠୀ

ଭୁବନେଶ୍ୱର: ବହି ତ୍ରୁଟି ପଛରେ ଷଡଯନ୍ତ୍ର ଓ ମନ୍ତ୍ରୀଙ୍କୁ ନିନ୍ଦିତ ପାଇଁ ଉଦ୍ୟମ କରାଯାଉଛି । ଏନେଇ ପ୍ରେସମିଟ କରି ବର୍ଷିଲେ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । କହିଛନ୍ତି, ସାମ୍ବାଦିକ ସୁଧାଂଶୁ ରାଉତ ମନ୍ତ୍ରୀଙ୍କୁ ନିନ୍ଦିତ ପାଇଁ ଉଦ୍ୟମ କରିଛନ୍ତି । ସୁପାରୀ ସାମ୍ବାଦିକତା କରି ସାମ୍ବାଦିକତା କରି ପବିତ୍ରତା ନଷ୍ଟ କରୁଛନ୍ତି । ଘଟଣାକୁ ଚାପି ଦେବା ପାଇଁ ୫ ଲକ୍ଷ ଯାଚିବା ଖବର ସମ୍ପୁର୍ଣ୍ଣ ମିଥ୍ୟା । ସମ୍ପୃକ୍ତ ସଂସ୍ଥାର ଉମରକୋଟ ପ୍ରତିନିଧିଙ୍କ ସହ ସୁଧାଂଶୁଙ୍କ ବାର୍ତ୍ତାଳାପ ଶୁଣାଇଲେ । କେବଳ ଗଣଶିକ୍ଷା ମନ୍ତ୍ରୀ ନୁହେଁ, ଶିଳ୍ପ ମନ୍ତ୍ରୀଙ୍କୁ ମଧ୍ୟ ବଦନାମ ପାଇଁ ଉଦ୍ୟମ କରାଯାଉଛି । ଏପରି କିଛି ସାମ୍ବାଦିକଙ୍କୁ ମତାଇବା ପଛରେ ବିଜେଡି ସାମିଲ ଅଛନ୍ତି । ଏଫଆଇଆର ଦିଆଯାଇଛି, ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ । ଅଭିଯୋଗ ନେଇ ସୁଧାଂଶୁ ରାଉତଙ୍କ ପ୍ରତିକ୍ରିୟା ମିଳିପାରିନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking