28.3 C
Bhubaneswar
Wednesday, July 1, 2026
Homeଓଡିଶାପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୪ ଅଭିଯୁକ୍ତଙ୍କ ନାଁରୁ ହଟିଲା ହତ୍ୟା...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୪ ଅଭିଯୁକ୍ତଙ୍କ ନାଁରୁ ହଟିଲା ହତ୍ୟା ଦଫା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସିଛି ନୂଆ ମୋଡ଼ । ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ନାଁରୁ କଟିଛି ହତ୍ୟା ଦଫା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ପିଣ୍ଟୁ ଦାସ, କର୍ପୋରେଟର ମଳୟ ବିଷୋୟୀ, ଆଇନଜୀବୀ ମଦନ ଦଳେଇଙ୍କ ନାଁରୁ ବିଏନ୍‌ଏସ୍‌ ଦଫା ୧୦୩କୁ ବାଦ ଦିଆଯାଇଛି। ଏମାନଙ୍କ ସହ ବିହାରି ସୁଟର ଓ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କ ନାଁରେ କେବଳ ସଂଗଠିତ ଅପରାଧର ବିଏନ୍‌ଏସ୍‌ ଦଫା ୧୧୧କୁ ସାମିଲ କରାଯାଇଛି । ଫଳରେ ଏହି ମାମଲା‌ରେ ଟୁଇଷ୍ଟ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking