30 C
Bhubaneswar
Tuesday, June 30, 2026
Homeଓଡିଶାଦନ୍ତା ଆକ୍ରମଣରେ ୨ ଗୁରୁତର, ୨ ଆହତ

ଦନ୍ତା ଆକ୍ରମଣରେ ୨ ଗୁରୁତର, ୨ ଆହତ

କେନ୍ଦୁଝର: ଦନ୍ତା ଆକ୍ରମଣରେ ୨ ଗୁରୁତର, ୨ ଆହତ । ଆନନ୍ଦପୁର ବନଖଣ୍ଡ କଣ୍ଟିପାଳି ଗାଁର ମଠ ସାହିରେ ସକାଳୁ ହାତୀ ଆତଙ୍କ ଦେଖିବାକୁ ମିଳିଛି । ହାତୀଟି ଗାଁ ନିକଟରେ ଥିବା ବେଳେ ସକାଳୁ ଗାଁର ବେଙ୍ଗ ଦାସ ନାମକ ଜଣେ ମହିଳା ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ପ୍ରଥମେ ଆକ୍ରମଣର ଶିକାର ହୋଇଥିଲଏ । ପରେ କାର୍ତ୍ତିକ ବାରିକ, ନର ଖିଲାର ଓ ଅନ୍ନପୂର୍ଣ୍ଣା ବାରିକ ଏମାନେ ମଧ୍ୟ ହାତୀ ଆକ୍ରମଣରେ ଶିକାର ହୋଇ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ହାତୀଟି ଏବେ ବି ଗାଁ ନିକଟରେ ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସତର୍କ କରାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking