ଭୁବନେଶ୍ୱର: ଆମ ବସ୍ର ପୁଣି ଆତଙ୍କ । ପୁଣି ଯମ ସାଜି ନେଲା ଜୀବନ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି ଫେରୁଥିବା ବେଳେ ରଙ୍ଗ୍ ରୁଟରେ ଆସି ଆମ ବସ ଦେଲା ଧକ୍କା ।ଝିଅ ଆହତ ହୋଇଥିବା ବେଳେ ଆମ ବସ୍କୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା । ଆମ ବସ୍ ଦୁର୍ଘଟଣାରେ ଲାଗୁନି ରୋକ । ବେଲଗାମ ଆମବସ୍ । ଅମାନିଆ ଆମ ବସ୍ ଚାଳକ । ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର।










