29.4 C
Bhubaneswar
Tuesday, June 23, 2026
Homeଓଡିଶାଚନ୍ଦାହାଣ୍ଡିରେ ଛତିଶଗଡ଼ ଯୁବକଙ୍କ ମୃତଦେହ ଉଦ୍ଧାର

ଚନ୍ଦାହାଣ୍ଡିରେ ଛତିଶଗଡ଼ ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ସାଲେବିଡି ଗ୍ରାମ ରାସ୍ତା ପାର୍ଶ୍ଵରେ ସୀମାନ୍ତ ଛତିଶଗଡ଼  ରାଜ୍ୟ ମୁନଗାପଦର ଗ୍ରାମର ଯୁବକଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ହେଲେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଦେଓଭୋଗ ଥାନା ଅଧୀନସ୍ଥ ମୁନଗାପଦର ଗ୍ରାମର ପରମେଶ୍ୱର ମାଝୀ ଓରଫ କାଳୁ l  ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଘଟଣା ସ୍ଥଳରେ ଚନ୍ଦାହାଣ୍ଡି ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତକଙ୍କ ଡାହାଣ ଗୋଡ଼ ଏବଂ ଅଣ୍ଡକୋଷରେ ଲାଗିଛି ଗଭୀର ଆଘାତ l ମୃତ୍ୟୁ ପରେ ଘୋଷାରି ନେଇ ଥିବା ସନ୍ଦେହ କରାଯାଉଛି। ପୁଲିସର ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking